ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜି ହେଉଛି ଜ୍ୟେଷ୍ଠ ମାସର ତୃତୀୟ ମଙ୍ଗଳବାର । ଏହିଦିନ ଭଗବାନ ହନୁମାନଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଏ । ତାଙ୍କ ପୂଜାରେ ସମସ୍ତ ସଙ୍କଟ ଦୂର ହୋଇଥାଏ । ହନୁମାନଙ୍କ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ମଧ୍ୟ କରାଯାଏ । ସେଥିମଧ୍ୟରୁ ସୁନ୍ଦରକାଣ୍ଡର ଖୁବ ମହତ୍ୱପୂର୍ଣ୍ଣ ଅଛି । ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଖୁବ୍ ଶୀଘ୍ର ହନୁମାନଙ୍କ କୃପା ଲାଭ ହୋଇଥାଏ । ତେବେ ସୁନ୍ଦରକାଣ୍ଡ କରିବା ପୂର୍ବରୁ ଜାଣନ୍ତୁ କଣ ରହିଛି ନିୟମ ଏବଂ ଲାଭ ।
ନିୟମ:
ମଙ୍ଗଳବାର ବା ଶନିବାର ହନୁମାନଙ୍କୁ ବିଧିବିଧାସ ସହ ପୂଜା କରିବା ପରେ ସୁନ୍ଦରକାଣ୍ଡ ପାଠ କରିବା ଉଚିତ୍ । ସୁଦ୍ଧ ଭାବେ ସୁନ୍ଦରକାଣ୍ଡ ଉଚ୍ଚାରଣ କରିବା ଉଚିତ । ପାଠ କରିବା ପୂର୍ବୁ ପ୍ରଥମେ ଗଣେଶ ଏବଂ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଉଚିତ୍ । ସୁନ୍ଦରକାଣ୍ଡ ପାଠ କରିବା ପରେ ଶୁଦ୍ଧ ଘିଅରେ ଦୀପ ଜାଳି ଆଳତୀ କରିବା ଉଚିତ୍ । ଏହାପରେ ଭଗବାନଙ୍କୁ ଭୋଗ ଲଗାଇବା ପରେ ନିଜେ ପ୍ରସାଦ ଗ୍ରହଣ କରନ୍ତୁ ।
ଲାଭ:
– ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଓ ଶନିବାର ବିଶେଷ ରୂପେ ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଖୁବ୍ ଶୀଘ୍ର ହନୁମାନଙ୍କ କୃପା ପ୍ରାପ୍ତି ହୋଇଥାଏ । ଏହାସହିତ ଜୀବନରେ ଆସିଥିବା ସମସ୍ତ ସମସ୍ୟା ଶୀଘ୍ର ଦୂର ହୋଇଥାଏ । ବିଦ୍ୟା, ବଳ, ବୁଦ୍ଧି ଓ ସମସ୍ତ ସମ୍ପତିର ଆର୍ଶିବାଦ ପ୍ରାପ୍ତି ହୋଇଥାଏ ।
– ଶ୍ରଦ୍ଧା ଓ ଭକ୍ତି ମନରେ ସୁନ୍ଦରକାରଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଭୂତ, ପିଶାଚ, ଶତୃ ବାଧା, ଶନି-କେତୁ ଆଦିର ଭୟ ରହିବ ନାହିଁ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024