ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନଅଦିନ ଯାକ ପୂଜା ପାଇବେ ମା ଦୁର୍ଗା । ଏଥରକ ମା ଦୁର୍ଗା ଡୋଲି ବସି ଆଗମନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ନବରାତ୍ରୀର ପ୍ରଥମ ଦିନରେ ମାତା ରାଣୀଙ୍କ କୃପାରୁ କେଉଁ ରାଶି ପାଇଁ ଶୁଭ ।
ମେଷ: ବ୍ୟକ୍ତିଗତ ସପକ୍ଷରେ ରହିବେ । ସହଜତା, ଶୁଭତାର ସଂଚାର ରହିବ ।
ବୃଷ: ପରିଶ୍ରମ ତୁଳନାରେ ପ୍ରତିଫଳ ସାମାନ୍ୟ ରହିବ । ନିବେଶ ଏବଂ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନେଣ ଦେଣରୁ ଦୂରେଇ ରୁହନ୍ତୁ ।
ମିଥୁନ: ମନବଳ ଉଚ୍ଚା ରହିବ । ଅସମ୍ଭବ ବି ସମ୍ଭବ ହୋଇପାରେ । ଲାଭ ଉପରେ ଫୋକସ ରହିବ ।
କର୍କଟ: ଘରୋଇ ମାମଲାରେ ସକ୍ରିୟତା ସହ କାର୍ଯ୍ୟ କରିବ । ସକରାତ୍ମକ ପରିବେଶ ବଳବତ୍ତର ରହିବ । ଯାତ୍ରାର ସମ୍ଭାବନା ରହିଛି ।
ସିଂହ: ଆର୍ଥିକ ଗତିବିଧିରେ ସଫଳ ହେବେ । ସାମାଜିକ କାର୍ଯ୍ୟରେ ଭଲ ରହିବ । ପ୍ରଶାସନିକ କାର୍ଯ୍ୟ ପକ୍ଷରେ ରହିବେ ।
କନ୍ୟା: ଘରେ ପ୍ରିୟଜନଙ୍କ ଆବେଗ ବଢିବ । ନିଜ ସହିତ ଖୁସୀ ବାଣ୍ଟିବେ । ଧନଧାନ୍ୟ ବୃଦ୍ଧି ହେବ ।
ତୁଳା: ନୂତନ ପ୍ରୟାସ ତ୍ୱରାନ୍ୱିତ ହେବ । ସମ୍ମାନ ବଜାୟ ରହିବ । ବ୍ୟକ୍ତିଗତ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ ।
ବିଛା: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିପକ୍ଷଙ୍କୁ ଗଭିରତା ସହ ନିଅନ୍ତୁ ।
ଧନୁ: ଆର୍ଥିକ ଉପଲବ୍ଧି ପାଇଁ ଭଲ ସମୟ । ଧନରାଶି ଏକାଠି କରିବାରେ ସଫଳ ହେବେ । ବିପକ୍ଷ ପଛରୁ ହଟିବେ ।
ମକର: ସବୁ ବର୍ଗର ଲୋକେ ସହଯୋଗ କରିବେ । ଶୁଭ ପ୍ରସ୍ତାବ ପ୍ରାପ୍ତ ହେବେ । ମାନ ସମ୍ମାନ ବୃଦ୍ଧି ହେବ । ପୁରସ୍କୃତ ହୋଇପାରନ୍ତି ।
କୁମ୍ଭ: ଭାଗ୍ୟର ପ୍ରବଳତା ବୃଦ୍ଧି ପାଇଁ ଭଲ ସମୟ । ନିସଙ୍କଚ ଭାବେ ଆଗକୁ ବଢିବେ । ଧର୍ମ ଏବଂ ଆସ୍ଥାକୁ ବଳ ମିଳିବ । ମହତ୍ୱପୂର୍ଣ୍ଣ ସୂଚନା ମିଳିବା ସମ୍ଭାବନା
ମୀନ: ରିସ୍କ ନେବାଠାରୁ ଦୂରେଇ ରୁହନ୍ତୁ । ଅପ୍ରତ୍ୟାଶିତ ଘଟଣା ଘଟିପାରେ । ସଫଳତାର ପ୍ରତିଶତ ସାମାନ୍ୟ ରହିବ । ପରିବାର ସଦସ୍ୟ ସହଯୋଗ କରିବେ ।