ପୁରୀ (ଏଟିଆର ବ୍ୟୁରୋ):ଶେଷ ହୋଇଛି ଜନ୍ମବେଦୀରେ ଲୀଳା ଖେଳା । ଆଜି ପବିତ୍ର ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି । ଦେବୀ ସୁଭଦ୍ରା ପହଣ୍ଡି ହୋଇ ଦର୍ପଦଳନ ରଥରେ ବିଜେ କରିଛନ୍ତି । ଶୂନ୍ୟ ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ମା ।
ସେପଟେ ବାହୁଡା ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପବ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।