ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜି ହେଉଛି ଜ୍ୟେଷ୍ଠ ମାସର ତୃତୀୟ ମଙ୍ଗଳବାର । ଏହିଦିନ ଭଗବାନ ହନୁମାନଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଏ । ତାଙ୍କ ପୂଜାରେ ସମସ୍ତ ସଙ୍କଟ ଦୂର ହୋଇଥାଏ । ହନୁମାନଙ୍କ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ମଧ୍ୟ କରାଯାଏ । ସେଥିମଧ୍ୟରୁ ସୁନ୍ଦରକାଣ୍ଡର ଖୁବ ମହତ୍ୱପୂର୍ଣ୍ଣ ଅଛି । ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଖୁବ୍ ଶୀଘ୍ର ହନୁମାନଙ୍କ କୃପା ଲାଭ ହୋଇଥାଏ । ତେବେ ସୁନ୍ଦରକାଣ୍ଡ କରିବା ପୂର୍ବରୁ ଜାଣନ୍ତୁ କଣ ରହିଛି ନିୟମ ଏବଂ ଲାଭ ।
ନିୟମ:
ମଙ୍ଗଳବାର ବା ଶନିବାର ହନୁମାନଙ୍କୁ ବିଧିବିଧାସ ସହ ପୂଜା କରିବା ପରେ ସୁନ୍ଦରକାଣ୍ଡ ପାଠ କରିବା ଉଚିତ୍ । ସୁଦ୍ଧ ଭାବେ ସୁନ୍ଦରକାଣ୍ଡ ଉଚ୍ଚାରଣ କରିବା ଉଚିତ । ପାଠ କରିବା ପୂର୍ବୁ ପ୍ରଥମେ ଗଣେଶ ଏବଂ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଉଚିତ୍ । ସୁନ୍ଦରକାଣ୍ଡ ପାଠ କରିବା ପରେ ଶୁଦ୍ଧ ଘିଅରେ ଦୀପ ଜାଳି ଆଳତୀ କରିବା ଉଚିତ୍ । ଏହାପରେ ଭଗବାନଙ୍କୁ ଭୋଗ ଲଗାଇବା ପରେ ନିଜେ ପ୍ରସାଦ ଗ୍ରହଣ କରନ୍ତୁ ।
ଲାଭ:
– ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଓ ଶନିବାର ବିଶେଷ ରୂପେ ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଖୁବ୍ ଶୀଘ୍ର ହନୁମାନଙ୍କ କୃପା ପ୍ରାପ୍ତି ହୋଇଥାଏ । ଏହାସହିତ ଜୀବନରେ ଆସିଥିବା ସମସ୍ତ ସମସ୍ୟା ଶୀଘ୍ର ଦୂର ହୋଇଥାଏ । ବିଦ୍ୟା, ବଳ, ବୁଦ୍ଧି ଓ ସମସ୍ତ ସମ୍ପତିର ଆର୍ଶିବାଦ ପ୍ରାପ୍ତି ହୋଇଥାଏ ।
– ଶ୍ରଦ୍ଧା ଓ ଭକ୍ତି ମନରେ ସୁନ୍ଦରକାରଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଭୂତ, ପିଶାଚ, ଶତୃ ବାଧା, ଶନି-କେତୁ ଆଦିର ଭୟ ରହିବ ନାହିଁ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024