ଭୋପାଳ (ଏଟିଆର ବ୍ୟୁରୋ): କୋରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଜାହା ପାଇଁ ଏପର୍ଯ୍ୟନ୍ତ ଆସିନି ଭ୍ୟାକ୍ସିନ । କିନ୍ତୁ ପ୍ଲାଜ୍ମା ଥେରାପରୁ ରୋଗୀମାନେ ଉପକୃତ ହେଉଛନ୍ତି । ବର୍ତ୍ତମାନ ପ୍ଲାଜମା ଥେରାପି ଦ୍ୱାରା ସୁସ୍ଥ ହେଉଛନ୍ତି କୋରୋନା ରୋଗୀ । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବ ରାଜ ସିଂ ଚୌହାନ କୋରେନା ମହାମାରୀରୁ ପ୍ଲାଜ୍ମା ଥେରାପିରେ ସୁସ୍ଥ ହୋଇଥିଲେ ତେଣୁ ସେ ତାଙ୍କ ପ୍ଲାଜ୍ମା ଦାନ କରିବେ ବୋଲି ନିଷ୍ପତି ନେଇଛନ୍ତି । ତାଙ୍କ ପ୍ଲାଜ୍ମାରେ ଅନ୍ୟ କାହାର ଜୀବନ ବଞ୍ଚିଲେ ସେ ଉପକୃତ ହେବେ ବୋଲି କହିଚନ୍ତି । ଜୁଲାଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଶିବ ରାଜ ସିଂ ଚୌହାନ କୋରୋନା ପଜିଟିଭ ଜଣା ପଡିଥିଲେ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ଅଗଷ୍ଟ ୫ ତାରିଖରେ ସେ ମେଡିକାଲରୁ ଡିସ୍ଚାର୍ଜ ହୋଇ ହୋମ କ୍ୱେରେଣ୍ଟିନ୍ରେ ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024