ଫ୍ୟାସନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ଲେହଙ୍ଗା ପିନ୍ଧି ଖୁବ୍ ସୁନ୍ଦର ନଜର ଆସିଲେ ଇଶା ଅମ୍ବାନୀ
ମୁମ୍ବାଇ (ଏଟିଆର ବ୍ୟୁରୋ): ଅମ୍ବାନୀ ହାଉସରେ ଆରମ୍ଭ ହୋଇଯାଇଛି ବାହାଘରର ରଶମ । ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ତାଙ୍କ ସାଙ୍ଗ ଆନନ୍ଦ ପିରାମଲଙ୍କୁ ବାହା ହେବାକୁ ଯାଉଛନ୍ତି ...