NATIONAL NEWS ପଦ୍ମଶ୍ରୀ ସମ୍ନାନ ଫେରାଇଲେ ଉର୍ଦୁ ଲେଖକ ATRNEWS BUREAU 18 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ନାଗରିକତା ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି । କେତେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଏହାକୁ ସ୍ୱାଗତ ମଧ୍ୟ ... Read More »
CRIME INDIA ଆସାମ ପୋଲିସ କାର୍ଯ୍ୟାନୁଷ୍ଠାନରେ ୪ମୃତ, ୧୯୦ ପ୍ରଦର୍ଶନକାରୀ ଗିରଫ ATRNEWS BUREAU 17 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସାମରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ ଚାଲିଗଲା ୪ଜଣଙ୍କର ଜୀବନ । ଦେଶରେ ନାଗରିକତା ବିଲକୁ ନେଇ ବିରୋଧ ଚାଲିଥିବା ବେଳେ ଆସାମରେ ଏହାକୁ ... Read More »
NATIONAL NEWS ମୋଦି ସରକାରଙ୍କୁ ମମତା ଦିଦିଙ୍କ କଡା ଚେତାବନୀ ATRNEWS BUREAU 17 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଜୋର୍ ସୋରରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳୀ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜି କେନ୍ଦ୍ର ସରକାରଙ୍କୁ ... Read More »
NATIONAL NEWS ବିହାର ମୁଖ୍ୟମନ୍ତ୍ରୀ ନିଖୋଜ, ପାଟନାରେ ଲାଗିଛି ପୋଷ୍ଟର ATRNEWS BUREAU 17 Dec 2019 ପାଟନା(ଏଟିଆର ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍ କୁ ନେଇ ସାରା ଭାରତ ବର୍ତ୍ତମାନ ଜଳୁଛି । ତେବେ ଏହା ମଧ୍ୟରୁ ବିହାର ବାଦ ପଡିନାହିଁ । ଆଜି ସକାଳୁ ବିହାର ମୁଖ୍ୟମନ୍ତ୍ରୀ ନିଖୋଜ ନେଇ ... Read More »
NATIONAL NEWS ମୋଦିଙ୍କୁ ଚିଠି ଲେଖିଲେ ବିହାରର ମୁଖ୍ୟମନ୍ତ୍ରୀ ATRNEWS BUREAU 17 Dec 2019 ପାଟଣା(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଚିଠି ଲେଖିଛନ୍ତି । ନୀତିଶ କୁମାର ଲେଖିଥିବା ଏହି ଚିଠିରେ ପର୍ଣ୍ଣ ସାଇଟ ଓ ଇଣ୍ଟରନେଟରେ ଅଶ୍ଲିଳ ସାମଗ୍ରୀ ଉପରେ ... Read More »
NATIONAL NEWS ଆମ ସେନାଙ୍କ ସାହସିକତା ସର୍ବଦା ସ୍ୱର୍ଣ୍ଣ ଅକ୍ଷରରେ ଅଙ୍କିତ ହୋଇ ରହିବ ATRNEWS BUREAU 16 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଭାରତକୁ ବିଜୟ କରାଇଥିବା ଯବାନଙ୍କୁ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା ଜଣାଇଛନ୍ତି । ମୋଦି କହିଛନ୍ତି, ... Read More »
NATIONAL NEWS ରଦ୍ଦ ହେଲା ଅବଦୁଲ୍ଲା ଖାଁଙ୍କ ବିଧାୟକ ପଦ ATRNEWS BUREAU 16 Dec 2019 ଲକ୍ଷେ୍ନø(ଏଟିଆର ବ୍ୟୁରୋ): ସମାଜବାଦୀ ପାର୍ଟି ଏମପି ଆଜମ ଖାଁଙ୍କୁ ବଡ ଝଟକା । ଆଜମଙ୍କ ପୁଅ ଅବଦୁଲ୍ଲା ଖାଁଙ୍କ ବିଧାୟକ ପଦ ରଦ୍ଦ କରାଯାଇଛି । ଆଜି ଆହ୍ଲାବାଦ ହାଇକୋର୍ଟ ଅବଦୁଲ୍ଲାଙ୍କ ବିଧାୟକ ପଦକୁ ... Read More »
NATIONAL NEWS ଉତ୍ତରପ୍ରଦେଶର ୬ ଜିଲ୍ଲାରେ ଲାଗୁ ହେଲା ୧୪୪ଧାରା ATRNEWS BUREAU 16 Dec 2019 ଲକ୍ଷେ୍ନø (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ଆସିବା ଦିନଠାରୁ ଦେଶରେ ଅଶାନ୍ତିର ବାତାବରଣ ଖେଳିବାରେ ଲାଗିଛି । କିଛି ଲୋକ ଏହି ବିଲକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଏହାକୁ ... Read More »
NATIONAL NEWS ଝାରଖଣ୍ଡ ନିର୍ବାଚନ; ୧୫ ସିଟ୍ ପାଇଁ ମତଦାନ ଜାରି ATRNEWS BUREAU 16 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଝାରଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୯ଟା ପର୍ଯ୍ୟନ୍ତ ୧୧.୮୫ ପ୍ରତିଶତ ମତଦାନ ହୋଇସାରଛି । ରାଜ୍ୟର ବିଭିନ୍ନ ସହର ... Read More »
NATIONAL NEWS ଏନଆରସି ବିଚାରକୁ ନେଇ ପ୍ରଶାନ୍ତ କୁମାରଙ୍କ ବୟାନ ATRNEWS BUREAU 15 Dec 2019 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଲାଗୁ କରାଯାଇଥିବା ନାଗରିକତା ସଂଶୋଧନ ବିଲ୍ କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଜେଡିୟୁ ଉପାଧ୍ୟକ୍ଷ ଏବଂ ରାଜନୀତିଜ୍ଞ ପ୍ରଶାନ୍ତ କିଶୋର । ସେ କହିଛନ୍ତି କି ... Read More »