ଆଇଓବି ବ୍ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଠକେଇର ଶିକାର ହେଲେ ଭୁବନେଶ୍ୱର ବ୍ୟବସାୟୀ
ଭୁବନେଶ୍ୱର (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କ୍ଷୁଦ୍ର ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି । ଇଣ୍ଡିଆନ୍ ଓଭରସିସ ବ୍ୟାଙ୍କ (ଆଇଓବି) ମାଷ୍ଟର କ୍ୟାଣ୍ଟିନ ଶାଖାରୁ ସେ ୨.୨ କୋଟି ଟଙ୍କା ଋଣ ...