କେନ୍ଦ୍ରାପଡା(ଏଟିଆର ବ୍ୟୁରୋ):ଲକଡାଉନରେ ବଢି ଚାଲିଛି ପରାଧ । ସାରାଦେଶରେ ରେଲଓ୍ବେ ସଫ୍ଟୱେରକୁ ହ୍ୟାକ୍ କରିଥିବା ନେଇ ଜଣେ ଓଡ଼ିଆ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି । ଗିରଫ ହୋଇଥିବା ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜକୁମାର ସାହୁ। ନିଜର ଏକ କମ୍ପ୍ୟୁଟର ଦୋକାନ ଅଛି ତେଣୁ ସେହି ଦୋକାନରୁ ସେ ରେଲଓ୍ବେ ସଫ୍ଟୱେରକୁ ହ୍ୟାକ୍ କରିଥିଲେ । ଏ ସମ୍ପର୍କରେ ଆରପିଏଫ ସି-୩-ସି/୨୯/୨୦୨୦ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ଆଇଆରସିଟିସି ଏଜେଣ୍ଟ ଦସ୍ତାବିଜ, ଗୋଟିଏ ଡଙ୍ଗଲ, ଗୋଟିଏ ଡାଏରୀ, ଦୁଇଟି ମୋବାଇଲ ଓ ରେଲଓ୍ବେ ନାମରେ ବ୍ୟବହାର କରୁଥିବା ୨୫ ନକଲି ଆକାଉଣ୍ଟ ଜବତ କରାଯାଇଛି । ଆହୁରି ଅନେକ ଡାଟା ତାଙ୍କ ଠାରୁ କଲେକ୍ଟ କରିବା ପାଇଁ ପୋଲିସ ପ୍ରୟାସ କରୁଛି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024