ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କ ବଡ ନିଷ୍ପତି । ବଦଳିଲା ଫୈଜାବାଦ ଜଙ୍କସନର ନାଁ । ସରକାର ଏବେ ଫୈଜାବାଦ ଜଙ୍କସନ୍ ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଉତ୍ତର ପ୍ରଦେଶ ସରକାର ଫୈଜାବାଦର ନାମ ପରିବର୍ତ୍ତନ କରି ଅଯୋଧ୍ୟ କରିଥିଲେ ଏବେ ପୁଣି ଫୈଜାବାଦ ଜଙ୍କସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ କରିଛନ୍ତି ।