ODISHA ଆଜି କୃଷକଙ୍କ ପକ୍ଷରୁ ରେଳ ରୋକ ଆନ୍ଦୋଳନ ATRNEWS BUREAU 18 Feb 2021 ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ନୂତନ କୃଷି ସଂଗଠନ ପକ୍ଷ୍ରୁ ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ ବନ୍ଦ ଡାକରା ଦେଇଛି । ୪୦ଟି କୃଷକ ସଂଗଠନ ନେତୃତ୍ୱ ନେଉଥିବା କିଷାନ ମୋର୍ଚ୍ଚା ଏହି ରେଳରୋକ ଆନ୍ଦୋଳନ ... Read More »
ODISHA ବିଧାନସଭାରେ ଟ୍ରାଫିକ କଟକଣା ATRNEWS BUREAU 18 Feb 2021 ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବାରମ୍ଭାର ଲୋକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ହୋଇଛି । ... Read More »
ODISHA ଆଜିଠୁ ବଜେଟ ଅଧିବେଶନ ATRNEWS BUREAU 18 Feb 2021 ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ ।ଆଜି ପ୍ରଥମ ଦିନରେ ଅଭିଭାଷର ରଖିବେ ରାଜ୍ୟପାଳ ଗଣେଶୀ ଲାଲ ।ଏହି ବଜେଟ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ... Read More »
HEALTH & MEDICINE କରୋନା ଟୀକାକରଣରେ ଆଗରେ ରହିଛି ଓଡିଶା ATRNEWS BUREAU 17 Feb 2021 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏବେ ଦେଶରେ କରୋନା ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ସେହିପରି ଏବେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇବାରେ ଲାଗିଛି । କରୋନାକୁ ମାତ୍ ଦେବା ପାଇଁ ଦେଶରେ ... Read More »
ODISHA ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ବିଧାନସଭା ATRNEWS BUREAU 17 Feb 2021 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ବଜେଟ ଅଧିବେଶନ ବସିବାକୁ ଥିବା ବେଳେ ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର କନଫରେନ୍ସ ହଲରେ ଏହି ବୈଠକ ବସିଥିଲା । ବିଭିନ୍ନ ... Read More »
ODISHA ଶ୍ରୀଜିଉଙ୍କ ବନକଲାଗି ନୀତି, ଚାରି ଘଣ୍ଟା ବନ୍ଦ ସାଧାରଣ ଦର୍ଶନ ATRNEWS BUREAU 17 Feb 2021 ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନେକ ନୀତି ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ମାଘ ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଶେଷ ହେବା ... Read More »
HEALTH & MEDICINE ରାଜ୍ୟରୁ ନୂତନ ୭୫ ଜଣ କରୋନାରେ ସଂକ୍ରମିତ ATRNEWS BUREAU 17 Feb 2021 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ରାଜ୍ୟରେ ଏକ ଶହ ତଳେ ରହିଛି ... Read More »
ODISHA ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପରାମର୍ଶ ATRNEWS BUREAU 16 Feb 2021 ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମାଟ୍ରିକ ପରୀକ୍ଷାକୁ ଆଉ ୨ମାସ ରହିଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ପରାମକର୍ଶ ଦେଇଛନ୍ତି । ଛାତ୍ରଛାତୀଙ୍କୁ ଦୈନିକ ୨୪ ଘଣ୍ଟାରୁ ୧୪ ଘଣ୍ଟା ପରିଶ୍ରମ କରିବା ଆବଶ୍ୟକ ରହିଛି ... Read More »
ODISHA ମିଥୁନଙ୍କୁ ଭେଟିଲେ ଭାଗବତ ATRNEWS BUREAU 16 Feb 2021 ମୁମ୍ବାଇ(ଏଟିଆର ବ୍ୟୁରୋ):ଆଗକୁ ନିର୍ବାଚନ ଆସୁଥିବା ବେଳେ ଆର୍ଏସ୍ଏସ୍ ମୁ୍ଖ୍ୟ ମୋହନ ଭାଗବତ ମଙ୍ଗଳବାର ଅଭିନେତା ମିଥୁନ ଚକ୍ରବର୍ତ୍ତୀକୁ ମୁମ୍ବାଇସ୍ଥିତ ବାସଭବନରେ ଭେଟିବାକୁ ପହଞ୍ଚିଛନ୍ତି । ଏହି ସାକ୍ଷାତକାର ମୁମ୍ବାଇରେ ହୋଇଛି । ମିଥୁନ ନାଗପୁର ... Read More »
ODISHA ବିର୍ସାମୁଣ୍ଡା ନାଁ ରେ ଘୋଷଣା ହେଲା ହକି ଷ୍ଟାଡିୟମ ATRNEWS BUREAU 16 Feb 2021 ରାଉରକେଲା(ଏଟିଆର ବ୍ୟୁରୋ):ସୁନ୍ଦରଗଡର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ହକିର ଏନ୍ତୁଟିଶାଳାରେ ପହଞ୍ଚି ଚି ବହୁ ... Read More »