କଟକ (ଏଟିଆର ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଜିଠୁ ଆରମ୍ଭ । ଏହା ଆସନ୍ତା ୮ ତାରିଖ ଯାଏଁ ଚାଲିବ ।
ଏହି ଦୁଇଟି ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୮୦ ସେଣ୍ଟର କରାଯାଇଥିବା ବେଳେ ଏହି ଦୁଇଟିଯାକ ପରୀକ୍ଷା ପାଇଁ ପ୍ରାୟ ୧୦ ପରୀକ୍ଷାର୍ଥୀ ଅଛନ୍ତି ।