ହାଇଦ୍ରାବାଦ(ଏଟିଆରହ ବ୍ୟୁରୋ): ତେଲୁଗୁ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଥିଲେ। ଜୟପ୍ରକାଶ ତାଙ୍କର ହାସ୍ୟ ଅଭିନୟ ପାଇଁ ଖୁବ ଜଣାଶୁଣା । ସେ ଫିଲ୍ମ ‘ବ୍ରହ୍ମପୁତ୍ରୁ’ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଜୟପ୍ରକାଶ ତାଙ୍କ କ୍ୟାରିୟରରେ ପ୍ରେମିନଚୁକୁଣ୍ଡାମ ରା, ଜୟମ ମାଣ୍ଡେରା, ସମରସିନା ରେଡ୍ଡୀ, ଚେନ୍ନକେଶେଭେରେଡି, ଛତ୍ରପତି, ଗାବରସିଂ, ସୀତାୟା, ନାୟକ, ରେସୁଗୁରାମ, ମନମ, ଟେମ୍ପର ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜୟପ୍ରକାଶଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ତେଲୁଗୁ ସିନେମା ଏବଂ ଥିଏଟର ଜୟପ୍ରକାଶ ରେଡ୍ଡୀଙ୍କ ଭଳି ଆମେ ଜଣେ ହୀରାଙ୍କୁ ହରେଇଛୁ । ଅନେକ ଦଶନ୍ଧି ଧରି ସେ ବିଭିନ୍ନ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ ଓ ଦର୍ଶକମାନଙ୍କୁ ଖୁବ ମନୋରଞ୍ଜିତ କରିଛନ୍ତି । ସେ ସବୁଦିନ ପାଇଁ ଚିର ସ୍ମରଣାୟ ହୋଇ ରହିବେ । ମୋ ପରିବାର ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା ଜଣାଉଛି। ଏହା ପରେ ତେଲୁଗୁ ଫିଲ୍ମ ଇଷ୍ଟ୍ରିରୁ ତାଙ୍କ ପାଇଂ ଶୋକ ପ୍ରକାଶ କରିଛନ୍ତି ଓ ପରିବାରକୁ ସମବେଦନା ଜଣାଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024