ମୁମ୍ବାଇ(ଏଟିଆର ବ୍ୟୁରୋ): ମୁଁ ଜଣେ ଆକ୍ସନ ହିରୋ ଭାବେ ପରିଚୟ ପାଇଛି , ସେଥିପାଇଁ ମୁଁ ବହୁତ ଖୁସି, ଏଭଳି ମତ ରଖିଛନ୍ତି ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ୍ । ଫିଲ୍ମ ୱାର୍ ର ସଫଳତା ହାସଲ କରିବା ପରେ ଟାଇଗର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନର କଥା ବଖାଣିଛନ୍ତି ।
ତାଙ୍କ କହିବାନୁଯାୟୀ ଆଜି ପର୍ଯ୍ୟନ୍ତ ସେ ଯାହା ବି ପାଇଛନ୍ତି ତାର ଶ୍ରେୟ ବର୍ତ୍ତମାନ ପର୍ଯ୍ୟନ୍ତ ସେ କରିଥିବା ସମସ୍ତ ଫିଲ୍ମ ଓ ମୁଖ୍ୟତଃ ଆକ୍ସନ ଫିଲ୍ମକୁ ଯାଉଛି । ଏହାସହିତ ବଲିଉଡ ସୁପରଷ୍ଟାର ହ୍ରିତିକଙ୍କ ଠାରୁ ସମସ୍ତ ପ୍ରେରଣା ପାଇବା ସହ ତାଙ୍କଭଳି ଅଭିନେତା ହେବାକୁ ଇଚ୍ଛା ରଖିଛନ୍ତି । ଏହି ସାମ୍ବାଦିକ ସମ୍ମିଳ ନୀରେ ୱାର ଫିଲ୍ମର ନିର୍ଦ୍ଧେଶକ ସିଦ୍ଧାର୍ଥ ଆନନ୍ଦ, ସହ- କଳାକାର ହ୍ରିତିକ ରୋଶନ, ବାନୀ କପୁର ଉପସ୍ଥିତ ଥିଲେ ।
ୱାର ଫିଲ୍ମଟି ରିଲିଜ ହେବାର ୪ଦିନ ମଧ୍ୟରେ ଏପର୍ଯ୍ୟନ୍ତ୧୨୮କୋଟିର ବ୍ୟବସାୟ କରିସାରିଲାଣି । ଆଶା କରାଯାଉଛି ଏହି ଫିଲ୍ମଟି ବକ୍ସଅଫିସରେ ଆହୁରି ଧମାଲ କରିବ । ୱାର ଫିଲ୍ମରେ ହ୍ରିତିକ ଓ ଟାଇଗରଙ୍କ ମଧ୍ୟରେ ହୋଇଥିବା ଆକ୍ସନ ଦେଖିବାକୁ ମିଳୁଛି ଯାହା ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷତ କରୁଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024