ମୁମ୍ବାଇ(ଏଟିଆର ବ୍ୟୁରୋ): ମୁଁ ଜଣେ ଆକ୍ସନ ହିରୋ ଭାବେ ପରିଚୟ ପାଇଛି , ସେଥିପାଇଁ ମୁଁ ବହୁତ ଖୁସି, ଏଭଳି ମତ ରଖିଛନ୍ତି ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ୍ । ଫିଲ୍ମ ୱାର୍ ର ସଫଳତା ହାସଲ କରିବା ପରେ ଟାଇଗର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନର କଥା ବଖାଣିଛନ୍ତି ।
ତାଙ୍କ କହିବାନୁଯାୟୀ ଆଜି ପର୍ଯ୍ୟନ୍ତ ସେ ଯାହା ବି ପାଇଛନ୍ତି ତାର ଶ୍ରେୟ ବର୍ତ୍ତମାନ ପର୍ଯ୍ୟନ୍ତ ସେ କରିଥିବା ସମସ୍ତ ଫିଲ୍ମ ଓ ମୁଖ୍ୟତଃ ଆକ୍ସନ ଫିଲ୍ମକୁ ଯାଉଛି । ଏହାସହିତ ବଲିଉଡ ସୁପରଷ୍ଟାର ହ୍ରିତିକଙ୍କ ଠାରୁ ସମସ୍ତ ପ୍ରେରଣା ପାଇବା ସହ ତାଙ୍କଭଳି ଅଭିନେତା ହେବାକୁ ଇଚ୍ଛା ରଖିଛନ୍ତି । ଏହି ସାମ୍ବାଦିକ ସମ୍ମିଳ ନୀରେ ୱାର ଫିଲ୍ମର ନିର୍ଦ୍ଧେଶକ ସିଦ୍ଧାର୍ଥ ଆନନ୍ଦ, ସହ- କଳାକାର ହ୍ରିତିକ ରୋଶନ, ବାନୀ କପୁର ଉପସ୍ଥିତ ଥିଲେ ।
ୱାର ଫିଲ୍ମଟି ରିଲିଜ ହେବାର ୪ଦିନ ମଧ୍ୟରେ ଏପର୍ଯ୍ୟନ୍ତ୧୨୮କୋଟିର ବ୍ୟବସାୟ କରିସାରିଲାଣି । ଆଶା କରାଯାଉଛି ଏହି ଫିଲ୍ମଟି ବକ୍ସଅଫିସରେ ଆହୁରି ଧମାଲ କରିବ । ୱାର ଫିଲ୍ମରେ ହ୍ରିତିକ ଓ ଟାଇଗରଙ୍କ ମଧ୍ୟରେ ହୋଇଥିବା ଆକ୍ସନ ଦେଖିବାକୁ ମିଳୁଛି ଯାହା ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷତ କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024