ଦକ୍ଷିଣ କୋରିଆ (ଏଟିଆର ବ୍ୟୁରୋ) : ଦକ୍ଷିଣ କୋରିଆ ବ୍ୟାଣ୍ଡ ବିଟିଏସ୍ ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରିବାରେ କେବେ ବିଫଳ ହୋଇନାହାନ୍ତି । ଖ୍ରୀଷ୍ଟମାସ ୨୦୨୦କୁ ଆଉ ମାତ୍ର କିଛି ଘଣ୍ଟା ଥିବା ବେଳେ ବିଟିଏସ୍ କଣ୍ଠଶିଳ୍ପୀ ଜିମିନ୍ “ ଖ୍ରୀଷ୍ଟମାସ ଲଭ୍ ” ଗୀତ ରିଲିଜ୍ କରିଛନ୍ତି ଏବଂ ଏହାକୁ ସେ ତାଙ୍କ ବିଟିଏସ୍ ଆର୍ମିଙ୍କ ପାଇଁ ଉପହାର ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଏପରି କଷ୍ଟଦାୟକ ସମୟରେ ସେ ଏପରି ଏକ ଗୀତ ରିଲିଜ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ଏବଂ ଏହା ତାଙ୍କ ପିଲାଦିନ ସ୍ମୃତିକୁ ଫେରାଇଦେଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି , “ଏହି ଗୀତଟି ତାଙ୍କୁ ସେ ପିଲାବେଳେ ଦେଖିଥିବା ପ୍ରଥମ ତୁଷାରପାତ କଥା ମନେ ପକାଇଦେଇଥିଲା । ବିଟିଏସ୍ ଆର୍ମି ଏହି ଉପହାର ପାଇ ବହୁତ ଖୁସି ହୋଇଥିଲେ । ଏହି ଗୀତ ଶୁଣିବା ପରେ ଫ୍ୟାନ୍ସ୍ ମାନେ ସେମାନଙ୍କ ଭଲପାଇବା ଜଣାଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024