ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ତିନି ମାସ ବିତି ଗଲାଣି । ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ନିଜ ପରିବାର ଓ ଫ୍ୟାନ୍ସମାନଙ୍କ ତରଫରୁ ସିବଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସିବିଆଇ ଏହି କେସର ତଦନ୍ତ ଆରମ୍ଭ ମଧ୍ୟ କରିଛି । ଏହା ଭିତରେ ଧିରେ ଧିରେ ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି । କିଛି ମିଡିଆ ଚ୍ୟାନେଲଗୁଡିକର ଷ୍ଟ୍ରିଙ୍ଗ ଅପରେସନ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁରେ ଜଡିତ ଥିବା ଲୋକଙ୍କ ବିଷୟରେ ପ୍ରଶ୍ନ ପଚରିବା ପରେ କିଛି ସତ ଜାଣିବାକୁ ମିଳିଛି । ଏହା ପରେ ଗତ କାଲି ସୁଶାନ୍ତଙ୍କ ମୃତ୍ୟୁ ଦିନ ଉପସ୍ଥିତ ଥିବାରୁ ତାଙ୍କ ରୋଷେୟା ନିରଜକୁ ମଧ୍ୟ ମିଡିଆ ଚ୍ୟାନେଲ ତାଙ୍କ ମୃତ୍ୟୁ ବିଷୟରେ ପଚରା ଉଚରା କରିଥିଲା କିନ୍ତୁ କ୍ୟାମେରାକୁ ଦେଖି ସେ ଦଉଡି ପଳାଇଥିଲା । ଯାହା ହତ୍ୟା କରାଯାଇଥିବାର ସନ୍ଦେହକୁ ବଢାଉଛି । ନିରଜ ଆଗରୁ କିଛି ନ୍ୟୁଜ ଚ୍ୟାନେଲକୁ ନିଜର ପ୍ରତିକ୍ରିୟା ଜଣାଇଥିଲା କିନ୍ତୁ ତାହାକୁ ଗ୍ରହଣ କରିବା ଯୋଗ୍ୟ ନଥିଲା । ବର୍ତ୍ତମାନ ସିବିଆଇ ରୋଷେୟା ନିଗରକୁ ନେଇ ଏହି ମାମଲାରେ ପ୍ରଶ୍ନ କରିବ ବୋଲି ଆଶା କରାଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024