ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାଲିଛି ସିବିଆଇ , ଏନସିବି ଓ ଇଡିର ତଦନ୍ତ ।
ଡ୍ରଗ୍ସ ଲିଙ୍କରେ ଏନସିବି ରିୟା ରକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି। ଏବେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବିଦେଶରେ ମଧ୍ୟ ସ୍ୱର ଉଠାଇ ଆସିଛନ୍ତି ତାଙ୍କ ପ୍ରଶଂସକ । ତେବେ ବ୍ରିଟେନରେ ତାଙ୍କ ପ୍ରଶଂସକମାନେ ବଲିଉଡକୁ ନେଇ ତାତିଛନ୍ତି ଓ ସୁଶାନ୍ତଙ୍କ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଅଷ୍ଟେଲିଆ ଓ କାଲିଫର୍ନିଆରେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ନେଇ କିଛି ଭିଡିଓ,ପୋଷ୍ଟୋର ଓ ବିଲବୋର୍ଡ ଦେଖିବାକୁ ମିଳିଥିଲା । ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଜଷ୍ୟିସ୍ ଫର୍ ସୁଶାନ୍ତ ନାଁରେ ଅଭିଯାନ ଆରମ୍ଭ କରିଛନ୍ତି ତାଙ୍କ ପ୍ରଶଂସକ। ଏବେ ଏହା ଜରିଆରେ ତାଙ୍କୁ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଳାଇଛନ୍ତି । ବ୍ରିଟେନରେ ସୁଶାନ୍ତ ରାଜପୁତଙ୍କ ପ୍ରଶଂସକ । ସେପ୍ୟେମ୍ବର ୧୪ରେ ଲଣ୍ଡନର ଗୋଟିଏ ସିନେମା ହଲ୍ ବାହାରେ ଏହାର ନେତୃତ୍ୱ ନେଇଥିବା ରୂପା ଦିବାନ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024