ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ସାମାନ୍ୟ ହ୍ରାସ ପାଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୯୫ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୫୦୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 293
8. Deogarh: 67
9. Dhenkanal: 61
10. Gajapati: 64
11. Ganjam: 44
12. Jagatsinghpur: 70
13. Jajpur: 99
14. Jharsuguda: 74
15. Kalahandi: 107
16. Kandhamal: 43
17. Kendrapada: 73
18. Keonjhar: 21
19. Khurda: 646
20. Koraput: 59
21. Malkangiri: 34
22. Mayurbhanj: 145— I & PR Department, Odisha (@IPR_Odisha) January 31, 2022
23. Nawarangpur: 90
24. Nayagarh: 120
25. Nuapada: 129
26. Puri: 56
27. Rayagada: 66
28. Sambalpur: 115
29. Sonepur: 35
30. Sundargarh: 237
31. State Pool: 136New recoveries: 9191
Cumulative tested: 27627196
Positive: 1249240
Recovered: 1193365
Active cases: 47210— I & PR Department, Odisha (@IPR_Odisha) January 31, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୧୯୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୯୨୪୦ ରହିଥିବା ବେଳେ ୪୭୨୧୦ ଜଣ ଚିକିତ୍ସିତ ହେଉଛନ୍ତି ।