ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୨୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
8. Deogarh: 2
9. Dhenkanal: 1
10. Gajapati: 25
11. Ganjam: 20
12. Jagatsinghpur: 3
13. Jajpur: 18
14. Jharsuguda: 13
15. Kalahandi: 2
16. Kendrapada: 11
17. Keonjhar: 20
18. Khurda: 29
19. Koraput: 1
20. Mayurbhanj: 12
21. Nawarangpur: 4
22. Nayagarh: 2
23. Nuapada: 4
24. Puri: 1— I & PR Department, Odisha (@IPR_Odisha) February 26, 2022
25. Rayagada: 14
26. Sambalpur: 25
27. Sonepur: 6
28. Sundargarh: 15
29. State Pool: 7New recoveries: 585
Cumulative tested: 29155628
Positive: 1284616
Recovered: 1272428
Active cases: 3079— I & PR Department, Odisha (@IPR_Odisha) February 26, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୫୮୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୪୬୧୬ ରହିଥିବା ବେଳେ ୩୦୭୯ ଜଣ ଚିକିତ୍ସିତ ହେଉଛନ୍ତି ।