ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୦୭୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 21st July
New Positive Cases: 1078
In Quarantine: 721
Local Contacts: 357(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 10
3. Bargarh: 26
4. Bhadrak: 1
5. Balangir: 6— I & PR Department, Odisha (@IPR_Odisha) July 22, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୧୦, ବରଗଡର ୨୬,ଭଦ୍ରକର ୧, ବଲାଙ୍ଗିରର ୬, ବୌଦ୍ଧର ୩, କଟକର ୫୭, ଢେଙ୍କାନାଳର ୨, ଗଜପତିର ୨୪, ଗଞ୍ଜାମର ୩୭୧, ଜଗତସିଂହପୁରର ୩୫, ଯାଜପୁରର ୨୦, ଝାରସୁଗୁଡାର ୩୪, କଳାହାଣ୍ଡିର ୧୫, କନ୍ଧମାଳର ୧୩, କେନ୍ଦ୍ରାପଡାର ୨୪, ଖୋର୍ଦ୍ଧାର ୧୨୧, କେନ୍ଦୁଝରର ୧୬, କୋରାପୁଟର ୧୫, ମାଲକାନାଗିରିର ୬୬, ମୟୂରଭଞ୍ଜର ୧୩ , ନବରଙ୍ଗପୁର ୧୭, ନୟାଗଡର ୦୫, ରାୟଗଡାର ୦୫, ପୁରୀର ୨୮, ରାୟଗଡାର ୯୬, ସମ୍ବଲପୁରର ୨୦,ସୋନପୁର ୧୦ ଏବଂ ସୁନ୍ଦରଗଡର ୨୯ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୦୭୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 17
23. Nayagarh: 5
24. Puri: 28
25. Rayagada: 96
26. Sambalpur: 20
27. Sonepur: 10
28. Sundargarh: 29New Recoveries: 400
Cumulative Tested: 410921
Positive: 19835
Recovered: 13309
Active Cases: 6387— I & PR Department, Odisha (@IPR_Odisha) July 22, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫ କୁ ବୃଦ୍ଧି ପାଇଛି । ସେଥିରୁ ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୬୩୮୭ ଜଣ ଚିକିତ୍ସିତ ହେଉଛନ୍ତି ।