ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଧୂମ୍ରପାନକାରୀଙ୍କୁ ଚେତାବନୀ ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ତମାଖୁ ଦ୍ରବ୍ୟର ବ୍ୟବହାର କୋଭିଡ-୧୯ର ସଂକ୍ରମଣକୁ ବଢାଇଥାଏ। ଧୂମ୍ରପାନ କରିବା ଦ୍ୱାରା କୋରୋନା ପଜିଟିଭ ହେବାର ଅଧିକ ଆଶଂକା ରହିଛି ଓ ଏହା ଲୋକଙ୍କୁ କରୋନା ଭାଇରସରେ ସଂକ୍ରମିତ କରିପାରେ।
ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କ ମତରେ ଧୂମପାନକାରୀମାନେ କୋଭିଡ-୧୯ରେ ଗୁରୁତର ଭାବେ ସଂକ୍ରମିତ ହୋଇ ପାରନ୍ତି। ତମ୍ବାଖୁର ଧୂଆଁ ବିଶାକ୍ତ ହୋଇଥିବାରୁ ଏହା ହୃତ୍ ପିଣ୍ଡ ଓ ଫୁସଫୁସକୁ ଅଧିକ ମାତ୍ରାରେ ଆକ୍ରମଣ କରିଥାଏ ।
ଧୂମପାନ କରିବା ସମୟରେ,ଆଙ୍ଗୁଠିଗୁଡିକ ଓଠର ସଂସ୍ପର୍ଶରେ ଆସିଥାଏ ଯାହା ହାତରୁ ପାଟିରେ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଥାଏ।ଏହା ବ୍ୟତୀତ ଏକାଧିକ ବ୍ୟକ୍ତିଙ୍କ ସ୍ପର୍ଶ ଦ୍ୱାରା ହୁକ୍କା ଟାଣିବା ସମୟରେ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ମାତ୍ରାରେ ଥାଏ। ତେଣୁ ତମ୍ବାକୁ ସେବନ ଠାରୁ ଦୂରେଇ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024