ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଏଭଳି ଜିନିଷ ଥାଏ ଯାହାକୁ ପ୍ରୟୋଗ କରିବା ଦ୍ୱାରା ହୁଏତ ଆପଣଙ୍କ ଶରୀର ସୁସ୍ଥ ରହିପାରେ । ଯେପରିକି ମୋଜା ଓଦା ହୋଇଯିବା ପରେ ଆପଣ ତାକୁ କାଢି ଦେଉଥିବେ । କାରଣ ଓଦା ମୋଜା ପିନ୍ଧିବା କାହାରିକୁ ପସନ୍ଦ ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଓଦା ମୋଜା ପିନ୍ଧିବା ଦ୍ୱାରା ଶରୀର ପାଇଁ ଖୁବ୍ ଫାଇଦା ହୋଇପାରେ । ଆଜି ଆମେ ଆପଣଙ୍କୁ ଓଦା ମୋଜାର କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଫାଇଦା ।
– ଯଦି ଆପଣଙ୍କର କୌଣସି ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି କଳାଜିରା ଏବଂ ପାନମଧୁରୀ ପକାଇ ଫୁଟାନ୍ତୁ । ତାପରେ ସେହି ପାଣିରେ ମୋଜା ବୁଡାଇ ଓଦା କରି ନିଅନ୍ତୁ ଏବଂ ସେହି ମୋଜାକୁ ପାଦରେ ପିନ୍ଧନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
– ଜ୍ୱର ସମୟରେ ମୋଜାକୁ ଭିନେଗାର ପାଣିରେ ବୁଡାଇ ସେହି ମୋଜାକୁ ପାଦରେ ପିନ୍ଧନ୍ତୁ । ଏହାଦ୍ୱାରା ଜ୍ୱର ବହୁତ ଶୀଘ୍ର ଛାଡିଯାଇଥାଏ ।
– ଥଣ୍ଡା କାଶ ଆଦି ସମସ୍ୟାକୁ ଦୂର କରିବା ପାଇଁ ଖୀରରେ ଗୋଟେ ଚାମଚ ପିଆଜ ରସ ଏବଂ ମହୁ ମିଶାଇ ସେଥିରେ ଆପଣଙ୍କ ମୋଜାକୁ ଓଦା କରିଦିଅନ୍ତୁ । ତାପରେ ସେହି ମୋଜାକୁ ଭଲ ଭାବରେ ଚିପୁଡି ପାଦରେ ପିନ୍ଧନ୍ତୁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024