ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିନା ପାଣିରେ ସମାଜରେ ବଞ୍ଚିବା ଅସମ୍ଭବ । ଏବଂ ସେହି ପାଣି ଦ୍ୱାରା ଆପଣଙ୍କ ଜୀବନ ରେଖା ବଦଳି ଯାଇପାରେ । ତେବେ ଆସନ୍ତୁ ଜାଣିବା ପାଣି ସହ ଜଡିତ କିଛି ଚମତ୍କାରୀ ଉପାୟ ବିଷୟରେ..
– ସ୍ନାନ କରିବା ସମୟରେ ପାଣିରେ ଘିଅ ପକାଇ ସ୍ନାନ କରନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ତ୍ୱଚାରେ ଚମକ ଆସିଥାଏ ।
– ଯଦି ଆପଣ ପାଣିରେ ଫୁଲ ,ଚନ୍ଦନ ମିଶାଇ ଗାଧୋଉଛନ୍ତି ତେବେ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
– ଦୀର୍ଘ ସମୟ ଧରି ଚାଲିଥିବା ଖରାପ ସମୟକୁ ଦୂର କରିବା ପାଇଁ ପାଣିରେ ଗୁଜୁରାତି ଏବଂ କେଶର ପକାଇ ସ୍ନାନ କରନ୍ତୁ । ଏଭଳି କରିବା ଦ୍ୱାରା ଧୀରେ ଧୀରେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ଯଦି ଆପଣ ପାଣିରେ ଖୀର ପକାଇ ସ୍ନାନ କରୁଛନ୍ତି ତେବେ ଏହାଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ ।