ମୁମ୍ବାଇ(ଏଟିଆର ବ୍ୟୁରୋ): ପୂର୍ବ ବର୍ଷ ତୁଳନାରେ ଟାଟା ମୋଟର୍ସ ୨୦୨୦ ଅଗଷ୍ଟ ପାଇଁ ଘରୋଇ ବିକ୍ରିରେ ୨୧.୬ ପ୍ରତିଶତ ବୃଦ୍ଧି କରିଛି । ୩୫,୪୨୦ ୟୁନିଟ୍ ସହିତ ଯାତ୍ରୀବାହୀ ଯାନ ବିକ୍ରିରେ ମାସକ ମଧ୍ୟରେ ୧୫୪ ପ୍ରତିଶତ ବୃଦ୍ଧି ଘଟିଛି। ଟାଟାର ସବୁଠାରୁ ମହଙ୍ଗା ଏସୟୁଭି ହ୍ୟାରିଅର୍ ବିକ୍ରିରେ ୧୬୭% ବୃଦ୍ଧି ପୋଷ୍ଟ କରିଛି ଯାହା ଅଗଷ୍ଟ ୨୦୨୦ ରେ ୧,୬୯୪ ୟୁନିଟ୍ ରେ ପହଞ୍ଚିଛି। ପୂର୍ବ ବର୍ଷ ବିକ୍ରି ହୋଇଥିବା ୨୪,୮୫୦ ରୁ ୨୮% ହ୍ରାସ ପାଇ ୧୭,୮୮୯ ୟୁନିଟ୍ ସହିତ ଟାଟାର ବାଣିଜ୍ୟିକ ଯାନ ବିଭାଗ ପହଞ୍ଚିଛି ।ଏହା ଏତେ ମାତ୍ରାରେ ସେଲ କରି ପାରିନାହିଁ । ତେଣୁ ଟାଟା ନିକଟରେ ୧୫୦ Nexon EVs ର EESL ଏକ ଅର୍ଡର ମଧ୍ୟ ଆଣିଛି । ସରକାରୀ ବିଭାଗ ଏହାର ପୂର୍ବ ଶୋ’ରୁମର ମୂଲ୍ୟ ତୁଳନାରେ ୧୩,୦୦୦ ଟଙ୍କା ଶସ୍ତା ମୂଲ୍ୟରେ ପ୍ରତ୍ୟେକ ୧୪.୮୬ ଲକ୍ଷ ଟଙ୍କାରେ ଟାଟାର ବୈଦ୍ୟୁତିକ ନେକ୍ସନ୍ କ୍ରୟ କରିବ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024