ମୁମ୍ବାଇ(ଏଟିଆର ବ୍ୟୁରୋ): ପୂର୍ବ ବର୍ଷ ତୁଳନାରେ ଟାଟା ମୋଟର୍ସ ୨୦୨୦ ଅଗଷ୍ଟ ପାଇଁ ଘରୋଇ ବିକ୍ରିରେ ୨୧.୬ ପ୍ରତିଶତ ବୃଦ୍ଧି କରିଛି । ୩୫,୪୨୦ ୟୁନିଟ୍ ସହିତ ଯାତ୍ରୀବାହୀ ଯାନ ବିକ୍ରିରେ ମାସକ ମଧ୍ୟରେ ୧୫୪ ପ୍ରତିଶତ ବୃଦ୍ଧି ଘଟିଛି। ଟାଟାର ସବୁଠାରୁ ମହଙ୍ଗା ଏସୟୁଭି ହ୍ୟାରିଅର୍ ବିକ୍ରିରେ ୧୬୭% ବୃଦ୍ଧି ପୋଷ୍ଟ କରିଛି ଯାହା ଅଗଷ୍ଟ ୨୦୨୦ ରେ ୧,୬୯୪ ୟୁନିଟ୍ ରେ ପହଞ୍ଚିଛି। ପୂର୍ବ ବର୍ଷ ବିକ୍ରି ହୋଇଥିବା ୨୪,୮୫୦ ରୁ ୨୮% ହ୍ରାସ ପାଇ ୧୭,୮୮୯ ୟୁନିଟ୍ ସହିତ ଟାଟାର ବାଣିଜ୍ୟିକ ଯାନ ବିଭାଗ ପହଞ୍ଚିଛି ।ଏହା ଏତେ ମାତ୍ରାରେ ସେଲ କରି ପାରିନାହିଁ । ତେଣୁ ଟାଟା ନିକଟରେ ୧୫୦ Nexon EVs ର EESL ଏକ ଅର୍ଡର ମଧ୍ୟ ଆଣିଛି । ସରକାରୀ ବିଭାଗ ଏହାର ପୂର୍ବ ଶୋ’ରୁମର ମୂଲ୍ୟ ତୁଳନାରେ ୧୩,୦୦୦ ଟଙ୍କା ଶସ୍ତା ମୂଲ୍ୟରେ ପ୍ରତ୍ୟେକ ୧୪.୮୬ ଲକ୍ଷ ଟଙ୍କାରେ ଟାଟାର ବୈଦ୍ୟୁତିକ ନେକ୍ସନ୍ କ୍ରୟ କରିବ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024