ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଏ ସିରିଜ୍ ର ଦୁଇଟି ସ୍ମାର୍ଟଫୋନ୍ ଥାଇଲାଣ୍ଡରେ ଲଞ୍ଚ କରିଛି । ୩ ଜିବି ର୍ୟାମ୍ ବିଶିଷ୍ଟ ଗାଲାକ୍ସି ଏ୧୧ ର ଦାମ୍ ପାଖାପାଖି ୧୨ ହଜାର ୩ ସହ ଟଙ୍କା ଥିବା ବେଳେ, ୬ ଜିବି ର୍ୟାମ ବିଶିଷ୍ଟ ଗାଲାକ୍ସି ଏ୩୧ ର ଦାମ୍ ପାଖାପାଖି ୨୧ ହଜାର ୩ ଶହ ଟଙ୍କା ରହିଛି । ଏହି ଦୁଇଟି ଫୋନ୍ ର କଲର ବ୍ଲୁ ରହିଛି । ଥାଇଲାଣ୍ଡ ରେ ଲଞ୍ଚ ହେବା ପରେ ଏବେ ଦେଶରେ ଲଞ୍ଚ ହେବ ଏହି ଫୋନ୍ ।
ସାମସଙ୍ଗ ଗାଲାକ୍ସି ଏ୧୧ ର ସ୍ପେଶିଫିକେସନ:
ଏହି ସ୍ମାର୍ଟଫୋନ୍ ର ଡିସପ୍ଲେ ୬.୪ ଇଞ୍ଚ, ପ୍ରୋସେସର ୧.୮ଜିଏଚଜେଡ ଅକ୍ଟାକୋର, ର୍ୟାମ ୨ଜିବି/୩ଜିବି, ଇଂଟରନାଲ ଷ୍ଟୋରେଜ୍ ୩୨ ଜିବି, ଅପଷ୍ଟିଙ୍ଗ ସିଷ୍ଟମ ଏଣ୍ଡ୍ରୋଏଡ ୧୦, ତ୍ରିପଲ ରିୟର କ୍ୟାମେରା ସେଟଅପ ୧୩ଏମପି+୫ଏମପି+୨ ଏମପି,ଫ୍ରଣ୍ଟ କ୍ୟାମେରା ୮ଏମପି, ବ୍ୟାଟେରୀ ୪୦୦୦ଏମଏମଏଚ, ୧୫ ୱାଟ ଫାଷ୍ଟ ଚାର୍ଜିଂ ।
ସାମସଙ୍ଗ ଗାଲାକ୍ସି ଏ୩୧ ର ସ୍ପେଶିଫିକେସନ:
ଏହି ଫୋନ୍ ର ଡିସପ୍ଲେ ୬.୪ ଇଞ୍ଚ ଏଚଡି ପ୍ଲସ, ପ୍ରୋସେସର ୨ଜିଏମଜଡ ଅକ୍ଟାକୋର, ର୍ୟାମ ୬ଜିବି, ଇଂଟରନାଲ ଷ୍ଟୋରେଜ୍ ୧୨୮ ଜିବି, ଅପରେଟିଙ୍ଗ ସିଷ୍ଟମ ଏଣ୍ଡ୍ରୋଏଡ ୧୦, ତ୍ରିପଲ ରିୟର କ୍ୟାମେରା ସେଟଅପ ୪୮ଏମପି(ପ୍ରାଇମେରୀ ଲେନ୍ସ)+ ୫ଏମପି+୮ଏମପି+୫ଏମପି, ଫ୍ରଣ୍ଟ କ୍ୟାମେରା ୨୦ଏମପି, ବ୍ୟାଟେରୀ ୫୦୦୦ ଏମଏଏଚ, ୧୫ ୱାଟ ଫାଷ୍ଟ ଚାର୍ଜିଙ୍ଗ ।