ମାଉଣ୍ଟମୈଙ୍ଗୁଲି (ଏଟଇଆର ବ୍ୟୁରୋ): ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟି- ୨୦ ମ୍ୟାଚ ଖେଳାଯାଉଛି । ଟସ ପକାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇ ବିରାଟ ବାହିନୀ ନିର୍ଦ୍ଧାରିତ ୨୦ ଓଭର ଖେଳି ୩ ୱିକେଟ ହରାଇ ୧୬୪ ରନ କରିଥିଲା । ତେବେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରି ଓଭର ଶେଷ ସୁଦ୍ଧା ୧୫୬ କରି ପାରିଥିଲା ।
ଭାରତୀୟ ବୋଲରଙ୍କର ଦମଦାର ପ୍ରଦର୍ଶନ ଫଳରେ ଭାରତୀୟ ଟିମ ଏହି ମ୍ୟାଚକୁ ଅତି ସହଜରେ ଜିତି ପରିଥିଲା । ଶେଷ ଓଭରରେ ଶାହଦୁର ଠାକୁରଙ୍କର ଦମଦାର ବୋଲିଙ୍ଗ ଆଗରେ ନ୍ୟୁଜଲାଣ୍ଡ ଟିମ ହାର ମାନିଥିଲା ।