ଶ୍ରୀନଗର (ଏଟିଆର ବ୍ୟୁରୋ): ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଯାହାଫଳରେ ସେଠାରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଭିତ୍ତିଭୂମି ଉନ୍ନତି ପାଇଁ କାର୍ଯ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଧାରା ୩୭୦ ଉଚ୍ଛେଦ ହେବାର ୧ବର୍ଷ ପରେ ଜାମ୍ମୁ – କାଶ୍ମୀରର ପ୍ରମୁୂଖ ରାଜନୈତିକ ଦଳମାନେ ଏବେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢିବାକୁୀ ନିଜର ଅଣ୍ଟା ଭିଡିଲେଣି ।
ରାଜ୍ୟରେ ପୁଣି ଧାରା ୩୭୦ ଲାଗୁ କରିବା ପାଇଁ ପ୍ରମ୍ମୁଖ ରାଜନୈତିକ ଦଳମାନେ ଏକାଠୀ ହୋଇଛନ୍ତି । ଅନ୍ୟପଟେ ଜାମ୍ମୁ- କାଶ୍ମୀରର ପ୍ରମ୍ମୁଖ ରାଜନୈତିକ ଦଳମାନେ ସେମାନଙ୍କ ମଧ୍ୟରେ ଥିବା ପୂର୍ବ ସମସ୍ତ ବିବାଦକୁ ଭୁଲି କେନ୍ଦ୍ର ବିରୋଧରେ ହାତ ମିଶାଇଛନ୍ତି । ରାଜନୈତିକ ଦଳମାନେ ଏକାଠୀ ହେବା ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ନ୍ୟାଶନାଲ କନଫରେନ୍ସ, ପିଡିପି, ସିପିଆଇ- ଏମ, କଂଗ୍ରେସ ଓ ଆୱାମି ନ୍ୟାସନାଲ କନଫରେନ୍ସ ଏକାଠୀ ହୋଇଥିବା ନେଇ ସୂଚନା ମିଳିଛି ।
୨୦୧୯ ଅଗଷ୍ଟ ମାସରେ ପର ଠାରୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଜାମ୍ମୁ- କାଶ୍ମୀର ସହ ଦିଲ୍ଲୀର ସମ୍ପର୍କ ବଦଳି ଯାଇଥିବା ନେଇ ପ୍ରେସ ରିଲିଜ ମାଧ୍ୟମରେ କୁହାଯାଇଛି । ଏହା ସହ ଭାରତୀୟ ସମ୍ବୀଧାନାର ଧାରା ୩୭୦ ଅନୁଯାୟୀ ଜାମ୍ମୁ- କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତାକୁ ପୁଣି ଥରେ ଲାଗୁ କରିବା ପାଇଁ ରାଜନୈତିକ ଦଳ ମାନେ ଏକାଠୀ ହୋଇଥିବା ନେଇ ସୂଚନା ଦିଆଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024