ଶ୍ରୀନଗର (ଏଟିଆର ବ୍ୟୁରୋ): ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଯାହାଫଳରେ ସେଠାରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଭିତ୍ତିଭୂମି ଉନ୍ନତି ପାଇଁ କାର୍ଯ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଧାରା ୩୭୦ ଉଚ୍ଛେଦ ହେବାର ୧ବର୍ଷ ପରେ ଜାମ୍ମୁ – କାଶ୍ମୀରର ପ୍ରମୁୂଖ ରାଜନୈତିକ ଦଳମାନେ ଏବେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢିବାକୁୀ ନିଜର ଅଣ୍ଟା ଭିଡିଲେଣି ।
ରାଜ୍ୟରେ ପୁଣି ଧାରା ୩୭୦ ଲାଗୁ କରିବା ପାଇଁ ପ୍ରମ୍ମୁଖ ରାଜନୈତିକ ଦଳମାନେ ଏକାଠୀ ହୋଇଛନ୍ତି । ଅନ୍ୟପଟେ ଜାମ୍ମୁ- କାଶ୍ମୀରର ପ୍ରମ୍ମୁଖ ରାଜନୈତିକ ଦଳମାନେ ସେମାନଙ୍କ ମଧ୍ୟରେ ଥିବା ପୂର୍ବ ସମସ୍ତ ବିବାଦକୁ ଭୁଲି କେନ୍ଦ୍ର ବିରୋଧରେ ହାତ ମିଶାଇଛନ୍ତି । ରାଜନୈତିକ ଦଳମାନେ ଏକାଠୀ ହେବା ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ନ୍ୟାଶନାଲ କନଫରେନ୍ସ, ପିଡିପି, ସିପିଆଇ- ଏମ, କଂଗ୍ରେସ ଓ ଆୱାମି ନ୍ୟାସନାଲ କନଫରେନ୍ସ ଏକାଠୀ ହୋଇଥିବା ନେଇ ସୂଚନା ମିଳିଛି ।
୨୦୧୯ ଅଗଷ୍ଟ ମାସରେ ପର ଠାରୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଜାମ୍ମୁ- କାଶ୍ମୀର ସହ ଦିଲ୍ଲୀର ସମ୍ପର୍କ ବଦଳି ଯାଇଥିବା ନେଇ ପ୍ରେସ ରିଲିଜ ମାଧ୍ୟମରେ କୁହାଯାଇଛି । ଏହା ସହ ଭାରତୀୟ ସମ୍ବୀଧାନାର ଧାରା ୩୭୦ ଅନୁଯାୟୀ ଜାମ୍ମୁ- କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତାକୁ ପୁଣି ଥରେ ଲାଗୁ କରିବା ପାଇଁ ରାଜନୈତିକ ଦଳ ମାନେ ଏକାଠୀ ହୋଇଥିବା ନେଇ ସୂଚନା ଦିଆଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024