ଗୋଆ ( ଏଟିଆର ବ୍ୟୁରୋ) ; ବେରୋଜଗାର ସମସ୍ୟାକୁ ନେଇ ଗୋଆର ବିଜେପି ଏମଏଲଏ ତଥା ଉପବାଚସ୍ପତି ମାଇକେଲ ଲୋବୋ ରାଜ୍ୟ ସରକାରଙ୍କ ଊପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅହେତୁକ ବେରୋଜଗାର ସମସ୍ୟା କାରଣରୁ ବହୁତ କୁଶଳୀ ଯୁବକ ରାଜ୍ୟଛାଡି ବାହାରକୁ ଚାଲି ଯାଉଛନ୍ତି ନଚେତ୍ ବେଆଇନ କାର୍ଯ୍ୟ କରି ନିଜ ପେଟ ପୋଷୁଛନ୍ତି ।
ଏହା ନିଃସନ୍ଦେହଯେ ଆପଣଙ୍କ ନେତୃତ୍ୱରେ ଗୋଆ ବିଗତ କିଛିବର୍ଷ ମଧ୍ୟରେ ପ୍ରାୟ ସମସ୍ତ କ୍ଷେତ୍ରରେ ଆଖି ଦୃଶିଆ ଉନ୍ନତି କରିଛି କିନ୍ତୁ ରୋଜଗାରର ନୁତନ ପନ୍ଥା ବାହାର କରିବାରେ ସଂପୁର୍ଣ୍ଣ ବିଫଳ ହୋଇଛି । ଯାହାର ନିଚ୍ଛକ ଚିତ୍ର ଏ ରାଜ୍ୟର ହଜାର ହଜାର ବେକାର ଯୁବକଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଲେଖିଥିବା ଏକ ଚିଠିରେ ଲୋବୋ ଉଲ୍ଲେଖ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024