ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ହୋଇଥାଆନ୍ତା । ହେଲେ ମହାମାରୀ କରୋନାରେ ଅନେକ ସାଂସଦ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ସ୍ଥଗିତ ରଖିଛନ୍ତି ଗୃଡ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେଥିପାଇଁ ଆଜି ଠାରୁ ଅନିଦ୍ଧିଷ୍ଟକାଳ ପାଇଁ ଗୃହକୁ ମୁଲତବି ବା ସ୍ଥଗିତ କରାଯାଇଛି ।
ଚଳିତ ଥର ଅଧିବେଶନରେ ରାଜ୍ୟସଭାରେ ଅନେକ ବିଲ ପାରିତ ହୋଇଛି । ଯେଉଁଥିରେ କିଛି ଅଧିନିୟକରର ସିଂଶୋଧନ ମଧ୍ୟ ହୋଇଛି । ତେବେ ଅନ୍ତିମ ଦିବସରେ ଶିଳ୍ପ ସମ୍ପର୍କ, ସାମାଜିକ ନିରାପତ୍ତା, ଏବଂ ବୃତ୍ତିଗତ ନିରାପତ୍ତା ଉପରେ ଅବଶିଷ୍ଟ ତିନୋଟି ଶ୍ରମ ସଂକେତକୁ ବାଚନିକ ଭୋଟ ଦେଇ ପାରିତ କରାଯାଇଛି ।
ରାଜ୍ୟସଭା ସ୍ଥଗିତ ହେବା ପୂର୍ବରୁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଥିଲେ ଯେ ଏହି ଅଧିବେଶନର ସଫଳତା ଐତିହାସିକ ରହିଛି । ଚଳିତଥର ୯୬ ପ୍ରତିଶତ କାର୍ଯ୍ୟ ହୋଇଛି । ରାଜ୍ୟସଭା କ୍ରମାଗତ ଦଶଦିନ ପାଇଁ କାମ କରିଛି । ତେବେ ଏଥର କେନ୍ଦ୍ର ସରକାର ଆଣିଥବା କୃଷି ବିଲକୁ ନେଇ ବିରୋଧ ଅସନ୍ତୋଷ ହେବା ସହ ଆଜି ରାଜ୍ୟସଭାର ସଭାଗୃହକୁ ତ୍ୟାଗ କରି ପ୍ରତିବାଦ କରିଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024