ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପୁରୀକୁ ସ୍ୱଚ୍ଛତା ସହର କରିବା ପାଇଁ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନା ଧର୍ମୀ ଅଭିଯାନ “ମୋ ଧାମ ମୋ ଗର୍ବ” ର ସମୁଦ୍ର ବେଳାଭୂମି ରେ ଆଜି ଉଦଘାଟନ କରାଯାଇଛି ।ଦୀର୍ଘ ୭ ଦିନ ଧରି ଏହି ସଫେଇ କାମ ଆରମ୍ଭ ହୋଇଥିବା ବେଳେ ୩୫ ଟନ ଅଳିଆ ସଂଗ୍ରହୂ କରି ଫଳପ୍ରଦ ହୋଇଛି । ସମାଜର ସମସ୍ତ ବର୍ଗର ଲୋକ ତଥା ପୂରୀବାସୀଙ୍କ ଏବଂ ଳିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏହିୁ କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ସାଧାରଣ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ସ୍ୱଚ୍ଛତା ଓ ସଚେତନ ସୃଷ୍ଟି କରିବ ବୋଲି ଆଶା କରାଯାଇଛି ।ଏବଂ ଏହି ଅଭିଯାନ ରେ ଅଧିକାଂଶ ସହରବାସୀ ଯୋଗ ଦେଇଥିଲେ । ସରକାରଙ୍କ ଏହି ନୂତନ ଚେଷ୍ଟାକୁ ଧନ୍ୟବାନ ଦେବା ସହ ପୁରୀ ସହରକୁ କିପରି ଶ୍ରେଷ୍ଠ ସହର ରୁପେ ପରିଗଣିତ କରାଯିବ ଏହା ସମସ୍ତଙ୍କ ର ଲକ୍ଷ୍ୟ ରହିଛି । ଐତିହାସିକ ନଗର ଓ ସାମୁହିକ ବିକାଶ ପାଇଁ ଏହା ଏକ ଅନ୍ୟତମ ପ୍ରୟାସ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024