ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମେରିକାର ଗାୟିକା ମେରି ମିଲବେନ ଦୀପାବଳୀ ପାଇଁ ଭାରତର ଲୋକପ୍ରିୟ ଭଜନ “ଓମ୍ ଜୟ ଜଗଦିଶ ହରେ” ଗାଇ ଲୋକପ୍ରିୟତା ହାସଲ କରିଛନ୍ତି ।ଏହି ଭଜନ ତାଙ୍କର ଅତି ପ୍ରିୟ ହୋଇଥାଏ ବୋଲି ସେ କହିଛନ୍ତି । ଏବଂ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସାହ ବଢିବାରେ ସାହାୟକ ହୋଇଥାଏ । ଏହା ସମଗ୍ର ବିଶ୍ୱରେ ଭାରତୀୟ ମାନେ ଦୀପାବଳୀ ଦିନ ଏହି ଭଜନ ଘରେ ଗାନ କରିଥାନ୍ତି । “ଓମ୍ ଜୟ ଜଗଦିଶ ହରେ” ଏକ ସୁନ୍ଦର ଭଜନ ବୋଲି ମିଲବେନ କହିଛନ୍ତି । ଗତ କିଛି ମାସ ଧରି ଓମ୍ ଜୟ ଜଗଦିଶ ହରେ ଶିଖିବା ପରେ ମୋ ଜୀବନ ପାଇଁ ପ୍ରକୃତ ଆଦଶୀବାଦୀ ପାଲଟିଛି ବୋଲି କହିଛନ୍ତି । ମୁଁ ଭାରତର ସଂସ୍କୁତି ,ଏବଂ ସଙ୍ଗୀତରେ ବୁଡ଼ି ରହିଥାଏ । ଭାରତ ପ୍ରତି ମୋର ହିନ୍ଦୀ ଶିଖିବା ବିକଶିତ ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024