କଟକ (ଏଟିଆର ବ୍ୟୁରୋ): ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଉଦଯାପନୀ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ୧୦ ଦିନ ଚାଲିଥିଲା ବାଲିଯାତ୍ରା । ଏହି ୧୦ ଦିନ ମଧ୍ୟରେ ରେକର୍ଡ ପରିମାଣର ବ୍ୟବସାୟ କରିଛନ୍ତି ବ୍ୟବସାୟି ।
୧୦ଦିନ ମଧ୍ୟ ରେ କୋଟି କୋଟି ଟଙ୍କା ବ୍ୟବସାୟ ହୋଇଥିବା ଜଣାପଡିଛି । ୨୦୧୯ ତୁଳନାରେ ଚଳିତ ଥର ରେକର୍ଡ ଭାଙ୍ଗିଛି ବ୍ୟବସାୟ ।
୨୦୧୯ ତୁଳନାରେ ଦୁଇ ଗୁଣା ଲୋକେ ଏବର୍ଷ ବାଲିଯାତ୍ରା ବୁଲିଛନ୍ତି, ଦୁଇ ଗୁଣା କିଣାବିକା ବି ହୋଇଛି ।