ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଫେବ୍ରୁଆରୀ ୧୫ ତାରିଖରେ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି । ଏହି ଫାସ୍ଟ୍ୟାଗ୍ ଏବେ ସବୁ ରେକର୍ଡ ଭାଙ୍ଗି ଦେଇଛି । ସାରା ଦେଶରେ ଦୈନିକ ୧୦୪ କୋଟି ଟଙ୍କା ଆଦାୟ ହୋଇଥିବାର ରେକର୍ଡ କରାଯାଇଛି ।
ଚଳିତ ସପ୍ତାହରେ ଟୋଲ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ହୋଇଛି । ଫେବ୍ରୁଆରୀ ୨୫ ତାରିଖରେ ଫାସଟ୍ୟାଗ୍ ମାଧ୍ୟମରେ ଦୈନିକ ୬୪.୫ ଲକ୍ଷ ଟୋଲ ସଂଗ୍ରହ କାରବାର ସହ ରେକର୍ଡ ୧୦୩.୯୪ କୋଟି ଟଙ୍କା ଆଦାୟ କରାଯାଇଛି ।
ମୁଖ୍ୟ ବିଚାରପତି ଏସ. ଏ ବୋବଡେ, ବିଚାରପତି ବୋପାତ୍ରା ଓ ଜଷ୍ଟିସ୍ ବି. ରାମସୁବ୍ରମଣ୍ୟମଙ୍କ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି।ଏହାସହ ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।