କଳାହାଣ୍ଡି (ଏଟିଆର ବ୍ୟୁରୋ ) ; ଛତିଶଗଡକୁ ଚୋରାଚାଲାଣ ହେଉଛି ଧାନ । ବାରମ୍ବାର ଏନେଇ ଖବର ପ୍ରସାରଣ ପରେ ଏବେ ନିଦରୁ ଉଠିଛି ପ୍ରଶାସନ । ଅଟକ ରହିଲା ଚାଲାଣ ହେଉଥିବା ଧାନ ବୋଝେଇ ଟ୍ରକ । କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଅଞ୍ଚଳରୁ ପଡୋଶି ଛତିଶଗଡ ରାଜ୍ୟ କୁ ଧାନ ଚୋରାଚାଲାଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାଶନ ଧରପଗଡ ଆରମ୍ଭ କରିଛି। ଧର୍ମଗଡ ଉପ ଜିଳ୍ଳାପାଲ ଙ୍କ ନେତୃତ୍ୟରେ ରେ ଏକ ଧାନବୋଝେଇ ୪୦୭ ଗାଡିକୁ କୋକସରା ଥାନାରେ ଅଟକ ରଖାଯାଇଛି। ଏହି ଧାନ ଛତିଶଗଡ ଅଞ୍ଚଳକୁ ଚାଳାଣ ହେଉଥିବା ସଂଦେହ କରାଯାଉଛି। ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରି ସୁଚନା ଦେଇଛନ୍ତି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024