ମୟୂରଭଞ୍ଜ(ଏଟିଆର ବ୍ୟୁରୋ):ମୟୂରଭଞ୍ଜରେ ଘଟିଛି ଏକ ଅଭାବନୀୟ ଘଟଣା । ଜଳଖିଆ ଦୋକାନରୁ ଲାଗିଲା ନିଆଁ । ଘଟଣାଟି ଘଟିଛି ଉଦଳାର ଶ୍ରୀଦାମଚନ୍ଦ୍ରପୁର ଠାରେ । ସୂଚନା ମୁତାବକ ଆଜି ସକାଳେ ରବିନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତି ନିଜ ଜଳଖିଆ ଦୋକାନରେ କାମ କରୁଥିବା ବେଳେ ସେଠାରେ ଥିବା ଗ୍ୟାସ ଲିକ୍ କରି ସେଥିରୁ ନିଆଁ ବାହାରିଥିଲା ।
ଏହି ନିଆଁ ସଙ୍ଗେ ସଙ୍ଗେ ଚାରି ଆଡେ ବ୍ୟାପି ଯାଇଥିଲା । ଦୋକାନ ଘରକୁ ଲାଗି ରହିଥିବା ତାଙ୍କ ଘରେ ମଧ୍ୟ ଲାଗିଯାଇଥିଲା ନିଆଁ । ଯାହା ଫଳରେ ଦୋକାନ ଓ ଘର ମଧ୍ୟରେ ଥିବା ଅନେକ ଆସବାପତ୍ର ଜଳିଯାଇଥିଲା । ଘର ମଧ୍ୟରେ ଥିବା ଅନେକ ପୁସ୍ତକ ଠାରୁ ଆରମ୍ଭ କରି ଜରୁରୀ କାଗଜପତ୍ର ଜଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ରବିନ୍ଦ୍ରଙ୍କର ଝିଅ ସାମାନ୍ୟ ଆହତ ହୋଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024