ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୩୦ ରୁ ଜାନୁଆରୀ ୩ ଜାରିଖ ଯାଏଁ ନନ୍ଦନକାନନ ଓ ବଟାନିକାଲଗାର୍ଡେନକୁ ବନ୍ଦ କରାଯାଇଥିଲା । କିନ୍ତୁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ନନ୍ଦନକାନନ । କୋଭିଡ ଗାଇଡଲାଇନ ମାନ ବୁଲି ପାରିବେ ପର୍ଯ୍ୟଟକ ।
ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରିପାରିବେ ଏବଂ କୋଭିଡ ଗାଇଡଲାଇନ ମାନି ବୁଲି ପାରିବେ ।