ଉତ୍ତରପ୍ରଦେଶ( ଏଟିଆର ବ୍ୟୁରୋ ) ; ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ରିତା ବହୁଗୁଣା ଯୋଶୀ ବିରୋଧରେ ଜାମିନ ବିହୀନ ପରୱାନା ଜାରୀ କରିଛନ୍ତି ଆଲ୍ହାବାଦ ସ୍ପେସାଲ କୋର୍ଟ ।
୨୦୧୦ରେ ଘଟିଥିବା ଏକ ଅପରାଧିକ ମାମଲାରେ ଯୋଶୀଙ୍କୁ ବାରମ୍ବାର ନୋଟିସ ପଠାଯାଇଥିଲେ ସୁଦ୍ଧା ସେ କୋର୍ଟ ରେ ହାଜର ହୋଇ ନ ଥିଲେ । ଏଣୁ ବାଧ୍ୟ ହୋଇ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି ।
କୋର୍ଟ ଶେଷ ଥର ପାଇଁ ତାଙ୍କୁ ଅକ୍ଟୋବର ୩୧ ତାରିଖ ସୁଧା ଥାନାରେ ହାଜର ହେବାପାଇଁ ନିର୍ଦେଶ ଦେଇଛନ୍ତି ନଚେତ ତାଙ୍କୁ ପୋଲିସ ଗିରଫ କରିବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।
ସୂଚନାଯେଗ୍ୟଯେ, ଯୋଶୀ ୨୦୧୦ ମସିହାରେ ଧାରା ୧୪୪ କୁ ଉଲଙ୍ଘନ କରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୈା ଠାରେ ଏକ ବିଶାଳ ରାଲି କରବା ସହ ରାଜ୍ୟ ବିଧାନ ସଭାକୁ ଘେରାଉ କରିଥିଲେ । ଏଥିପାଇଁ ଥାନାରେ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇଥିଲା ।
ଯୋଶୀ ୨୦୧୦ ମସିହାରେ ଉତ୍ତରପ୍ରଦେଶ ରାଜ୍ୟ କଂଗ୍ରେସର ସଭାପତି ଥିଲେ । କିନ୍ତୁ ଏବେ ସେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024