ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତ ବେକାବୁ ହେବାକୁ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ସହ ଅଗଷ୍ଟମାସ ଆରମ୍ଭରୁ ହିଁ ଏହା ଅଧିକ ହେବାରେ ଲାଗିଛି । ଯାହା ଥମିବାର ନା’ ଧରୁନି । ଅନ୍ୟପଟେ ଆଜି ରାଜ୍ୟରେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ନୂଆ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th August
New Positives Cases: 2496
In quarantine: 1591
Local contacts: 905(Details of local contacts will be shared by concerned District Administration)
District Wise Cases
1. Angul: 12
2. Balasore: 165
3. Bargarh: 36
4. Bhadrak: 102
5. Balangir: 92— I & PR Department, Odisha (@IPR_Odisha) August 15, 2020
ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାରନ୍ତଙ୍କ ମଧ୍ୟରୁ ୧୫୯୧ଟି କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୯୦୫ଟି ଲୋକାଲ କେସ ରହିଛି । ଗତ୨୪ଘଣ୍ଟାରେ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୩୭୮ଜଣ ଆକ୍ରାନ୍ତ ହୋଇଛନ୍ତି ।
Covid-19 Report For 14th August
New Positives Cases: 2496
In quarantine: 1591
Local contacts: 905(Details of local contacts will be shared by concerned District Administration)
District Wise Cases
1. Angul: 12
2. Balasore: 165
3. Bargarh: 36
4. Bhadrak: 102
5. Balangir: 92— I & PR Department, Odisha (@IPR_Odisha) August 15, 2020
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୫ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୯୨ଜଣ, ବୌଦ୍ଧ ଜିଲ୍ଲାରୁ ୧୧୫ଜଣ, କଟକ ଜିଲ୍ଲାରୁ ୧୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୬୮ଜଣ, ଗଞ୍ଜାମ ଜିଲ୍ଲାରୁ ୩୨୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଯାଜପୁର ଜିଲ୍ଲାରୁ ୧୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୨ଜଣ, କନ୍ଧମାଳ ଜିଲ୍ଲାରୁ ୯୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭୮ଜଣ, କୋରାପୁଟ ଜିଲ୍ଲାରୁ ୧୩୩ଜଣ, ମାଲକାନଗିରି ଜିଲ୍ଲାରୁ ୭୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ଜଣ, ନୟାଗଡ଼ ଜିଲ୍ଲାରୁ ୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୯୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୮୧ଜଣ, ସୋନପୁର ଜିଲ୍ଲାରୁ ୨୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୬ଜଣ ରହିଛନ୍ତି ।
Covid-19 Report For 14th August
New Positives Cases: 2496
In quarantine: 1591
Local contacts: 905(Details of local contacts will be shared by concerned District Administration)
District Wise Cases
1. Angul: 12
2. Balasore: 165
3. Bargarh: 36
4. Bhadrak: 102
5. Balangir: 92— I & PR Department, Odisha (@IPR_Odisha) August 15, 2020
6. Boudh: 115
7. Cuttack: 128
8. Dhenkanal: 69
9. Gajapati: 68
10. Ganjam: 327
11. Jagatsinghpur: 14
12. Jajpur: 11
13. Jharsuguda: 19
14. Kalahandi: 42
15. Kandhamal: 98
16. Kendrapada: 13
17. Keonjhar: 51
18. Khurda: 378
19. Koraput: 133
20. Malkangiri: 73
21. Mayurbhanj: 23— I & PR Department, Odisha (@IPR_Odisha) August 15, 2020