ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ଦିଲ୍ଲୀର ୫୧ ତମ ଭର୍ଚୁଆଲ ସମାରୋହ ରେ ଜୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ତାଙ୍କର ଏହି ଭାଷଣରେ ସେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନା କରି କହିଛନ୍ତି କୋଭିଡ଼ ୧୯ ରେ ସାରା ଦେଶକୁ ଏକ ନୂତନ ଶିକ୍ଷା ଦେଉଛି । ଏଥିରେ ଗ୍ଲୋବାଲାଇଜେସନ ଜେତିକି ଗୁରୁତ୍ୱପୂର୍ଣ୍ଣ ଆତ୍ମନିର୍ଭରତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କରୋନା ଭୂତାଣୁ ଅନେକ ପରିବର୍ତ୍ତକରି ସାରିଲା ଏହି ସମୟରେ ଆମକୁ ନୁଆ ଚିନ୍ତାଧାରାର ଆବଶ୍ୟକୀୟ ରହିଛି । ଯାହା ଟେକ୍ନୋଲୋଜିରେ ବଡ଼ ଭୁମିକା ଗ୍ରହଣ କରିବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଣିକ୍ଷା ଲାଭ ର ଅନେକ ସୁବିଧା ରହିଛି । ଆମ ଦେଶରେ ଆଇଟି ସେକ୍ଟର କ୍ଷେତ୍ରରେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ସାମିଲ ହେବ । କୃଷି କ୍ଷେତ୍ରରେ ମଧ୍ୟ ନୂଆ ନୂଆ ସୁଯୋଗ ଆସୁଛି । ଆତ୍ମନିର୍ଭର ଭାରତ ଅଭିଯାନର ଏହା ଏକ ବଡ଼ ସଫଳତା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024