ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଜେଡିର ୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହେବାର ବାକି ରହିଛି । ଆଜି କିମ୍ବା ଆସନ୍ତାକାଲି ବିଜେଡି ତାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।
ଖୋର୍ଦ୍ଧା, ବେଗୁନିଆ, ଭୋଗରାଇ, ନୀଳଗିରି,ଖଣ୍ଡପଡା, ହିନ୍ଦୋଳ, ବାଲିକୁଦା, କାକଟପୁର, ବରି, କୋରେଇ, ବାଙ୍ଗିରିପୋଷି, ରଘୁନାଥପାଲି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ ବିଜେଡି ।