ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ବେସରକାରୀ ସ୍କୁଲ ଫି ଛାଡ଼ କରିବା ପାଇଁ ସରକାରଙ୍କୁ ନର୍ଦ୍ଦେଶ ଦେଇଥିଲେ ହାଇର୍କୋଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସ୍କୁଲ କତ୍ତୁପକ୍ଷ ହାଇର୍କୋଟକୁ କହିଥିଲେ । ରାଜ୍ୟ ସରକାର ଏ ନେଇ ହାଇର୍କୋଟ ରେ ଜବାବ ରଖିଥିଲେ । ଆସନ୍ତା ୨୩ ତାରିଖରେ ଏହି ମାମଲା ର ଶୁଣାଣି ହେବ ବୋଲି କୁହାଯାଇଛି ।ଦୀର୍ଘ ୯ ମାସ ହେଲାଣି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସବୁ ବନ୍ଦ ରହିଛି । ପାଠ ପଢାରେ ରୋକ ଲଗାଯାଇଥିବାରୁ ପିଲାମାନେ ବା ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଜାଉନାହାନ୍ତି ।
ଏ ଭଳି ସ୍ଥଳେ ବେସରକାରୀ ବିଦ୍ୟାଳ ମାନେ ପିଲାମାନଙ୍କ ଠାରୁ ମାସିକ ଦରମା ଆଦାୟ କରୁଛନ୍ତି । ଅଭିଭାବକ ମାନେ କହିଥିଲେ ଯେ ପିଲାମାନେ ଯେତେ ବେଳେ ସ୍କୁଲ ଯାଉନାହାନ୍ତି ତେବେ ଏଭଳି ସ୍ଥଳେ ଆମେ ସ୍କୁଲ ଦରମା କାହିଁକି ଦବୁ । ଏନେଇୁ ସ୍କୁଲ ସଂଘ କହିଥିଲା ପିଲାମାନେ ସ୍କୁଲ ନ ଆସିଲେ ବି କର୍ମଚାରୀ ମାନେ ତାଙ୍କର ଦରମା ନେଉଛନ୍ତି । ଆମେ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଦେଉଛୁ ।ତେଣୁ ଅଭିଭାବକ ମାନେ ମାସିକ ଦରମା ଦେବା ବାଧ୍ୟତାମୂଳକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024