ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ ହୋଇଛି । ପବିତ୍ର ଘୋଷଯାତ୍ରା ଲାଗି ଅନ୍ତିମ ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ପୁରୀ ଆସିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଏହାସହିତ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପଦର୍ଶନ କରାଯାଇଥିଲା । ଏହା ପୁରୀ ଚର୍କତୀର୍ଥ ରୋଡ ଆରଟିଓ ଅଫିସ୍ ସମୁଖରେ ହୋଇଥିବାର ଜଣାପଡିଛି ।