ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ରେକର୍ଡ ସଂଖ୍ୟାକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଆଜି ମଧ୍ୟ ରାଜ୍ୟରେ ରେକର୍ଡ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯୯୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
6. Boudh: 39
7. Cuttack: 354
8. Deogarh: 10
9. Dhenkanal: 87
10. Gajapati: 25
11. Ganjam: 89
12. Jagatsinghpur: 122
13. Jajpur: 119
14. Jharsuguda: 79
15. Kalahandi: 58
16. Kandhamal: 47
17. Kendrapada: 130
18. Keonjhar: 60
19. Khurda: 606
20. Koraput: 93
21. Malkangiri: 47— I & PR Department, Odisha (@IPR_Odisha) September 11, 2020
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୯ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୬୩୭ଜଣ ଲୋକାଲ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଖୋର୍ଦ୍ଧା କରୋନା ସଂକ୍ରମଣର ହଟସ୍ପଟ ପାଲଟିଛି । ଆଜି ମଧ୍ୟ ଖୋର୍ଦ୍ଧାରୁ ୬୦୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରେ ପରେ କଟକରୁ ୩୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020
ସେହିପରି ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, କେନ୍ଦ୍ରାପଡାରୁ ୧୩୦ ଜଗତସିଂହପୁରରୁ ୧୨୨ ଯାଜପୁରରୁ ୧୧୯ ଭଦ୍ରକରୁ ୧୧୨ ଓ ନୂଆପଡାରୁ ୧୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।