ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଖରା ଗରମରେ କଲବଲ ରାଜ୍ୟବାସୀ । ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ସମ୍ବଲପୁର ୪୧.୦, ଝାରସୁଗୁଡା ୪୦.୬, ହୀରାକୁଦ ୩୯.୮, ଭୁବନେଶ୍ୱର ୩୯.୦, ବାଲେଶ୍ୱର ୩୮.୨,ଚାନ୍ଦବାଲି ୩୬.୮, ଗୋପାଳପୁର ୩୬.୬, କେନ୍ଦୁଝର ୩୬.୪, ପୁରୀ ୩୫.୮, ପାରାଦ୍ୱୀପ ୩୪.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।