ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲୋକଙ୍କ ସୁବିଧା ଓ ସ୍ୱପ୍ନକୁ ଦୃଷ୍ଟିରେ ରଖି ରିୟଲ ଇଷ୍ଟେଟ କମ୍ପାନୀ ଅର୍ବାନ ଡେଭଲପର୍ସ ଆଣ୍ଡ ବିଲଡର୍ସ ଆଣିଛି ଏକ ସୁନ୍ଦର ଆପାର୍ଟମେଣ୍ଟ । ଯାହାର ନାଁ ରହିଛି ଅର୍ବାନ ସେରେନୋ । ଏଥିରେ ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ଉପଯୁକ୍ତ ମୁଲ୍ୟ ରେ ପାଇପାରିବେ 2BHK ଏବଂ 3BHK ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟରେ ରହିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିପାରିବେ ।
ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ( ନୁଆଗାଁ ) ମୌଜାରେ ନିର୍ମାଣ ହେଉଛି ‘ଅର୍ବାନ ସେରେନୋ’ । ଏହି ଅଞ୍ଚଳର ରାସ୍ତା ଏବେ ରିଙ୍ଗ ରୋଡରେ ପରିଣତ ହେଉଛି ଯାହା ଭୁବନେଶ୍ୱରକୁ ସଂଯୋଗ କରିବ ।
ଏଥିରେ ଯେଉଁ ସବୁ ସୁବିଧା ଉପଲବ୍ଧ ଅଛି ତାହା ହେଉଛି..
କ୍ଲବ ହାଉସ୍ ଆମେନିଟିଜ୍ ରେ ରହିଛି:
– ୱେଲ ଇକ୍ୱିପ୍ଡ ଜିମ୍
– ସ୍ନୋକର ରୁମ୍
– ଟେବୁଲ ଟେନିସ୍ ରୁମ୍
– ଇଣ୍ଡୋର ବ୍ୟାଡମିଣ୍ଟନ କୋର୍ଟ
– ଇଣ୍ଡୋର ଗେମ୍ ରୁମ୍
– ସ୍ୱିମିଙ୍ଗ ପୁଲ୍
– ପୁଲ ସାଇଡ୍ ପାର୍ଟି ଏରିଆ
– ଆଇସୋଲେସନ ରୁମ୍
ଟେରେସ୍ ଆମେନିଟିଜ୍ ରେ ରହିଛି:
– ବାର୍ବିକ୍ୟୁ ସିଟିଙ୍ଗ
– ଆଉଡର ଜିମ୍
– ୟୋଗା ଡେକ୍
– କିଡ୍ସ ପ୍ଲେ ଏରିଆ
– ଆଉଡର ସିଟିଙ୍ଗ
– ଗାର୍ଡେନ
– ଷ୍ଟାର ଗେଜିଙ୍ଗ
ଏଥିରେ ୮୦ ଲକ୍ଷରୁ ୨ବିଏଚକେ ଆରମ୍ଭ ହେଉଥିବା ବେଳେ ଏକ କୋଟି ୯ ଲକ୍ଷରୁ ଆରମ୍ଭ ହେଉଛି ୩ ବିଏଚକେ । ଯଦି କେହି ବ୍ୟକ୍ତି ଏଥିରେ ଆପାର୍ଟମେଣ୍ଟ କିଣିବା ପାଇଁ ଇଛୁକ ତେବେ ୯୨୩୭୩୮୫୯୨୦ ନମ୍ବରରେ ଯୋଗଯୋଗ କରିପାରିବେ ।