ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବାମନ ଜନ୍ମୋତ୍ସବ ନୀତି । ମଧ୍ୟାହ୍ନ ଧୂପ ବଢିବା ପରେ ଏହି ନୀତି ଆରମ୍ଭ ହେବ ।
ସେହିପରି ସନ୍ଧ୍ୟାରେ ଧୂପ ବଢିବା ପରେ ଇନ୍ଦ୍ରଧ୍ୱଜା ନୀତି ସମ୍ପନ୍ନ ହେବ । ଶ୍ରୀମନ୍ଦିରର ପରମ୍ପରା ମୁତାବକ, ପୂଣ୍ଣିମା ଯାଏଁ ସପ୍ତମେଘ ବନ୍ଧା ହୋଇ ରହିବାର ବିଧି ପାଳନ ହେବ । ସେଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।