ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାଇ ଭଉଣୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଯେଉଁ ସମ୍ପର୍କକୁ ନାଁ କେବେ ଭୁଲି ହୁଏ ନାଁ କେବେ ଭୁଲାଇ ହୁଏ । ଭାଇ ଟିଏ ଯେତେ ଦୁରରେ ଥାଉ ନା କାହିଁକି ସେ ସବୁବେଳେ ରହିଥାଏ ତା ଭଉଣୀର ହୃଦୟରେ । ଆଜି ହେଉଛି ସେଇ ସେଇ ଭାଇ – ଭଉଣୀ ସମ୍ପର୍କର ପର୍ବ ‘ଭାଇ ଦୁଜ’ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅର୍ଥାତ ଦୀପାବଳିର ଦୁଇ ଦିନ ପରେ ପାଳନ କରାଯାଏ ‘ଭାଇ ଦୁଜ’ । ଭଉଣୀ ଛୋଟ ହେଉ କି ବଡ ହେଉ , ପାଖରେ ଥାଉ କି ଦୂରରେ ଥାଉ ସେ ସବୁ ବେଳେ ତା ଭାଇର ଶୁଭ ମନାସିବା ସହ ଦୀର୍ଘ ଜୀବନ କାମନା କରିଥାଏ । ଏହି ପର୍ବଟି ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅଟୁତ ଭଲ ପାଇବା ଓ ବିଶ୍ୱାସର ପ୍ରତୀକ ଅଟେ । ରାକ୍ଷୀପୂର୍ଣ୍ଣିମା ପରି ଏହି ପର୍ବ ପାଳନର ମଧ୍ୟ ସ୍ୱତନ୍ତ୍ର ରୀତିନୀତି ରହିଛି । ଭଉଣୀ ଭାଇର ମୁଣ୍ଡରେ ତୀଳକ ଲଗାଇବା ସହ ତାର ବନ୍ଦାପନା କରିଥାଏ । । ଉଭୟ ଉଭୟକୁ ମିଠା ଖୁଆଇ ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁମଧୁର କରିଥାନ୍ତି । ଭାଇର ଦୀର୍ଘ୍ର ଆୟୂଷ , ସୁସ୍ଥ ଶରୀର , ସୁଖ ସମୃଦ୍ଧି କାମନା କରି ଭଉଣୀଟିଏ ଭାଇପାଇଁ ଏହି ପର୍ବ ପାଳନ କରିଥାଏ । ଭାଇ ସହ ବର୍ଷ ତମାମ ଯେତେ ଝଗଡା ହେଇଥାଉନା କାହିଁକି ଏହି ପର୍ବରେ ଭଉଣୀଟି ସବୁ ଭୁଲି ଯାଇ ତା ଭାଇର ଶୁଭ କାମନା କରିଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024